ଜିଲ୍ଲାବାସୀ ଫୋନି ପ୍ରଭାଭିତ ଲୋକଙ୍କ ପାଇଁ ସାହାଯ୍ୟ କରିବା ପାଇଁ ଅନୁରୋଧ

ଏକ ବଡ ଘୋଷଣା । ଗଞ୍ଜାମ ଜିଲ୍ଲାବାସୀ ଫୋନି ପ୍ରଭାଭିତ ଲୋକଙ୍କ ପାଇଁ ସାହାଯ୍ୟ କରିବା ପାଇଁ ଅନୁରୋଧ । ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ଏବଂ କଟକ ଜିଲ୍ଲାର ଲୋକେ ଏହି ଫୋନି ବାତ୍ୟାରେ ନିହାତି ଭାବେ ପ୍ରଭାବିତ ହୋଇଛନ୍ତି । ତେଣୁ ସେମାନଙ୍କୁ ତୁରନ୍ତ ଅତିଆବଶ୍ୟକ ପାଣି, dry food ସହ ଅନ୍ୟାନ୍ୟ କିଛି ସାମଗ୍ରୀ ଲୁଗା ଏବଂ ଖାଦ୍ୟପଦାର୍ଥ,ଜ଼ୀଲ୍ଲାର ବିଭିନ୍ନ ବ୍ଲକ କିମ୍ବା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ପହଞ୍ଚାଇବା ପାଇଁ ଖୋଦ ଜିଲ୍ଲାପାଳ ଓ ଡିଆଡିଏ ପିଡ଼ି ଗଂଜାମ ବାସୀ ଙ୍କୁ ଅନୁରୋଧ କରିଛନ୍ତି । ବିଭିନ୍ନ ରାଜନୈତିକ ବ୍ୟକ୍ତି,ସମାଜସେବୀ ଠାରୁ ସରକାରୀ ଚାକିରିଆ ଏବଂ ସାଧାରଣ ଲୋକ ମାନେ ମଧ୍ୟ ଦେଇପାରିବେ । ଏହି message କୁ ବହୁ ପରିମାଣରେ ସେୟାର କରିବା ପାଇଁ ଜିଲ୍ଲାପାଳ ଓ ଡିଆଡିଏ ପିଡ଼ି ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ