ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନ ଅପ୍ରେଲ ୨୫କୁ ଘୁଁଚିଲା

କେନ୍ଦ୍ରାପଡା : କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ କଟକସ୍ଥିତ ଓଡିଶା ରାଜ୍ୟ ବାର କାଉନସିଲର ନିର୍ଦେଶ କ୍ରମେ କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ନିର୍ବାଚନକୁ ଚଳିତ ମାର୍ଚ୍ଚମାସ ୨୮ତାରିଖରୁ ଆସନ୍ତା ଅପ୍ରେଲମାସ ୨୫ତାରିଖକୁ ଘୁଁଚାଇ ଦିଆଯାଇଥିବା ନିର୍ବାଚନ ଅଧିକାରୀ ଚନ୍ଦ୍ରଭାନୁ ବରାଳ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ