ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ପଜିଟିଭ ବାହାରିବା ପରେ ୩ଦିନ ପାଇଁ ମେଡିକାଲ ସଟଡାଉନ ଘୋଷଣା

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ) ; ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ପଜିଟିଭ ବାହାରିବା ପରେ ଆଜି ଠାରୁ ମେଡିକାଲକୁ ୩ଦିନ ପାଇଁ ସଟଡାଉନ ଘୋଷଣା କରିଛି ପ୍ରଶାସନ । କେବଳ ଜରୁରୀକାଳିନ ସେବାକୁ ଛାଡି ସାଧାରଣ ରୋଗୀଙ୍କ ପାଇଁ ୭୨ଘଂଟା ପର୍ଯ୍ୟନ୍ତ ମେଡିକାଲକୁ ନିଷିଦ୍ଧ କରାଯାଇଛି । କରୋନା ସଂକ୍ରମଣକୁ ଆଖି ଆଗରେ ରଖାଯାଇ ଏଭଳି ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ