ଜି – ୨୦ ଶିଖର ଦୁଇଟି ବୈଠକରେ ଭାଗ ନେବେ ମୋଦୀ

ଜାପାନର ଓସାକାରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ । ଏହା ସହ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଙ୍କ ସହ ଆଲୋଚନା କରିବେ । ସେହପରି ଫ୍ରାନ୍ସର ରାଷ୍ଟ୍ରପତି ଏମେନଏଲ ମେକ୍ରୋଙ୍କ ସହ ମୋଦୀଙ୍କର ସ୍ୱତନ୍ତ୍ର ବୈଠକ ହେବାର ସମ୍ଭାବନା ରହିଛି । ଚଳିତ ମାସ ଜୁନ ୨୮ ଓ ୨୯ ତାରିଖରେ ୧୪ ତମ ଜି -୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ । ୨୦ ଶିଖ ବୈଠକରେ ମୋଦି ଭାରତ , ଓ ଜାପାନ . ଆମେରିକା ତ୍ରିପାକ୍ଷିକ ବୈଠକରେ ଅଂଶ ଗ୍ରହଣ କରିବେ । ଏହା ସହ ମୋଦିଜୀ ଶିଖ ସମ୍ମୀଳନି ଅବସରରେ ୧୦ ଟି ଦ୍ୱିପାକ୍ଷିକ ବୈଠକରେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ସେ ଜାପାନର ପ୍ରଧାନମନ୍ତ୍ରୀ ଶିଂଜୋ ଓ ତୁର୍କୀର ରଷ୍ଟ୍ରପତି ତୈୟବିଙ୍କ ସହ ଭାରତର ସଂପର୍କକୁ ଆହୁରି ଦୃଢ କରିବା ନିମନ୍ତେ ଆଲୋଚନା କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ