ଜୀବଜନ୍ତୁ ଙ୍କୁ ଖାଇବା କୁ ବାଣ୍ଟିଲେ ସ୍ୱଛାସେବୀ
ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଓ ଗଂଞ୍ଜାମ ସୀମାନ୍ତ ରେ ଥିବା ପର୍ଯ୍ୟଟନ ସ୍ଥଳି ତପ୍ତପାଣି ଗାଁ ଏଠି ପ୍ରର୍ଯଟନ ଋତୁ ଆସିଲେ ହଜାର ହଜାର ଜନ ସାଧାରଣ ଆଉ ଜୀବଜନ୍ତୁ ଙ୍କୁ ମିଳିଥାଏ ଖାଇବା କିନ୍ତୁ ତାଲା ବନ୍ଦ ଥିବା ଯୋଗୁ ଖାଇବାକୁ ମିଳିନଥିବା ଯୋଗୁ ଭୁକରେ ଆଉଟ ପାଉଟୁ ହଉଛନ୍ତି ତେଣୁ ଜୀବଜନ୍ତୁ କୁ ଖାଇବାକୁ ଦେବାପାଇଁ ହାତ ବଢ଼ାଇଛନ୍ତି ତପ୍ତପାଣିର ୩ଜଣ ବ୍ୟକ୍ତି ରମେଶ ଚୌଧୁରି,ଚନ୍ଦ୍ରଶେଖର ଜାନି,ସୀମାଞ୍ଚଳ ପ୍ରଧାନ ବୁଲି ବୁଲି କୁକୁର ଗାଈ ଓ ପକ୍ଷୀ ମାନଙ୍କୁ ଖାଇବାକୁ ଦେଇଛନ୍ତି