ଜୀବନ ସେବା ଫାଉଣ୍ଡେସନ ତରଫରୁ ମୁଁ ବି ପଢ଼ିବି ମୁଁ ବି ବଢିବି କାଯ୍ୟକ୍ରମ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଜୀବନ ସେବା ଫାଉଣ୍ଡେସନ ପରିବାର ତରଫରୁ ନିଆଳି ର ବ୍ରାହ୍ମଣୀ ଝରିଲୋ ଗ୍ରାମରେ ମିଶନ ମୁଁ ବି ପଢିବି ମୁଁ ବି ପଢିବି ଏ ଗାଁ ର ନାଆଁ ରଖିବି କାର୍ଯ୍ୟକ୍ରମରେ ଛୋଟ ଛୋଟ ପିଲାମାନଙ୍କୁ ବହି, ଖାତା, ପେନସିଲ, କଲର ପେନସିଲ, ରବର, କିଛି ଖାଦ୍ୟ, ମାକ୍ସ ଓ ଛୋଟ ପିଲା ମାନଙ୍କୁ ଚିତ୍ରାଙ୍କନ ପ୍ରତିଯୋଗୀତା ଆୟୋଜନ କରାଯାଇ ପ୍ରଥମ ଦ୍ଵିତୀୟ ତୃତୀୟ ଚର୍ତୁଥ ପଞ୍ଚମ ବିବେଚିତ କରି ଉପହାର ଦିଆ ଯାଇଥିଲା। କରୋନା ମହାମାରୀର ସଚେତନ ବାର୍ତ୍ତା ପ୍ରେରଣ କରିଯାଇ ଥିଲା। ଗ୍ରାମବାସୀ ମାନେ ବହୁତ୍ ଖୁସି ବେକ୍ତ କରିଥିଲେ। ଜୀବନ ସେବା ଫାଉଣ୍ଡେସନ ପରିବାର ତରଫରୁ ଦେବାଶିଷ ପଟ୍ଟନାୟକ, ସତ୍ୟଜିତ୍ ମିଶ୍ର, ଚିତ୍ରସେନ ସାହୁ, ଶୁଭଶ୍ରୀ ମହାନ୍ତି ଓ ଗ୍ରାମର ଭାଈ ଭରତ କୁମାର ସାମଲ,ପ୍ରତାପ ନାୟକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ lବିଶେଷ କରି ଅନୁଷ୍ଠାନର ସତ୍ୟଜିତ୍ ମିଶ୍ର ଓ ସମସ୍ତ କୁ ଅଶେଷ ଅଶେଷ ଧନ୍ୟବାଦ।