ଜୁଆଖେଳ ଉପରେ ଚଢ଼ାଉ,୯ ଜଣ ଜୁଆ ଖେଳାଳି କୁ ଗିରଫ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ପୋଲିସ କୌଣସି ସୂତ୍ର ରୁ ଖବର ପାଇ ସେହି ଥାନା ଅନ୍ତର୍ଗତ କମସର ଗ୍ରାମର ଏକ ଜାଗାରେ ଚାଲିଥିବା ଏକ ଜୁଆଖେଳ ଉପରେ ଚଢ଼ାଉ କରି ୧୫୫୦୦ ଟଙ୍କା, ୬ ଟି ମୋବାଇଲ ଫୋନ ସହିତ ୧ ସ୍କୁଟି କୁ ଜବତ କରିଛନ୍ତି l ଏହା ସହିତ ପୋଲିସଦ୍ୱାରା ୯ ଜଣ ଜୁଆ ଖେଳାଳି କୁ ଗିରଫ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ