ଜୁଆଖେଳ ଚାଲିଥିବା ଖବର ପାଇ ପୋଲିସ ଚଢାଉ
ସୋରଡା, (ରଜନୀ କାନ୍ତ ମହାପାତ୍ର):ସୋରଡା ବ୍ଲକ ନୂଆଗଡ ଗ୍ରାମ ନିକଟ ତୋଟାରେ ସୋମବାର ଜୁଆଖେଳ ଚାଲିଥିବା ଖବର ପାଇ ସୋରଡା ପୋଲିସ ସଦଲବଳେ ଅପରାହ୍ନ ରେ ଚଢାଉ କରି ୨୩ ଜଣ ଜୁଆଡି ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୮ଟି ମୋବାଇଲ,୫ଟି ବାଇକ ନଗଦ ଏକଲକ୍ଷ୍ୟ ୩ ହଜାର ପଞ୍ଚସହ ଟଙ୍କା ଜବତ କରିଥିବା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି


