ଜୁଆ ଆଡା ଚଢଉ: ୧୦ଗିରଫ ଓ ୫୦ ହଜାର ଟଙ୍କା ଜବତ

ଛତ୍ରପୁର ଛତ୍ରପୁର, (ଦେବଦତ୍ତ ମହାରଣା): ସ୍ଥାନୀୟ ସହର ଷ୍ଟେସନ୍‌ରୋଡ୍ ସାହିରେ ଚାଲିଥିବା ଏକ ବଡଧରଣର ଜୁଆଆଡା ଉପରେ ଛତ୍ରପୁର ଥାନା ପୁଲିସ ଚଢଉ କରିଛି । ଗତକାଲି ବିଳମ୍ବିତ ରାତିରେ ପୁଲିସର ଏହି ଚଢଉରେ ୧୦ ଜୁଆଡି ଧରାପଡିଥିବା ସହ ୫୦ ହଜାର ୪୦୦ ଟଙ୍କା ଜବତ ହୋଇଥିଲା । ଏନେଇ ବୁଧୁବାର ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ