ଜୁଆ ଆଡ୍ଡା ଉପରେ ଚଢ଼ାଉ;୧୦୩୦୦ ଟଙ୍କା ଜବତ,୬ ଗିରଫ

ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ):ଗାଙ୍ଗପୁର ଥାନା ଅନ୍ତର୍ଗତ ଖଇରପୁଟି ପୋଖରୀ ହୁଡାରେ ଗତ ବୁଧବାର ସଂଧ୍ୟା ୭ ଟା ରେ ଜୁଆ ଖେଳ ଚାଲିଥିବା ବେଳେ ଗାଙ୍ଗପୁର ପୋଲିସ ଚଢ଼ାଉ କରି ୬ ଜଣଙ୍କୁ ଗିରଫ ସହ ୧୦୩୦୦ଟଙ୍କା ଓ ତାସ୍ ଜବତ କରିଥିବା ଜଣାପଡିଛି ।ଏ ନେଇ ଗାଙ୍ଗପୁର ଥାନାରେ ୩୫୦/୨୦ରେ ମାମଲା ରୁଜ୍ଜୁ କରାଯାଇଥିବା ଗାଙ୍ଗପୁର ଥାନାଧିକାରୀ ଧୀରେଶ କୁମାର ଦାସ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ