ଦେଶ ବିଦେଶ ଜୁଲାଇ ୨ ରେ ସୂର୍ଯ୍ୟ ପରାଗ 30/06/201930/06/2019 admin 0 Comments ଜୁଲାଇ ୨ ରେ ସୂର୍ଯ୍ୟ ପରାଗ ( ଯୁଗାବ୍ଦ ନ୍ୟୁଜ) : ଜୁଲାଇ ୨ ତାରିଖରେ ଭାରତରେ ଦୃଶ୍ୟମାନ ହେବ ସୂର୍ଯ୍ୟପରାଗ । ଏହା ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ । ମାତ୍ର ଭାରତ ଉପରେ ଏହାର ସାମାନ୍ୟ ପ୍ରଭାବ ରହିବ ବୋଲି ବିଶେଷଜ୍ଞ ମାନେ କହିଛନ୍ତି । Spread the love