ଜେଜେଙ୍କ ଦଶାହକର୍ମରେ ନାତି ନଦୀରେ ଭାସିଗଲେ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ନିକିରେଇ କଲେଜରେ +୨ ଛାତ୍ର ତଥା ଟାଉନଥାନା ଅନ୍ତର୍ଗତ ମୀରପାଟଣା ଗ୍ରାମର ପରିକ୍ଷୀତ ଦାସଙ୍କ ପୁଅ ଅଙ୍କିତ ଦାସ(୧୭) ରବିବାର କେନ୍ଦ୍ରାପଡା ସହର ନୂଆବସଷ୍ଟାଣ୍ଡ ନିକଟ ଗୋବରୀ ନଦୀ ପାଣିରେ ବୁଡିଯାଇଥିବା ଜଣାପଡିଛି । ଅଙ୍କିତ ତାଙ୍କ ଜେଜେଙ୍କ ସୁଧକ୍ରୀୟା ପାଇଁ ଗାଧୋଇବାକୁ ସହରର ନୂଆ ବସଷ୍ଟାଣ୍ଡ ନିକଟସ୍ଥ ଗୋବରୀ ନଦୀକୁ ଯାଇଥିଲେ । ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଅଙ୍କିତଙ୍କ ଶବ ମିଳିନଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ