ନୂଆଦିଲ୍ଲୀ- ଜେନେରାଲ ବିପିନ ରାୱତ ଙ୍କୁ କେନ୍ଦ୍ରସରକାର ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବା (ସିଡିଏସ) ନିଯୁକ୍ତି ଦେଇଛନ୍ତି । ବିପିନ ରାୱତ ଏବେ ସ୍ଥଳସେନା ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ସୂଚନାଅନୁସାରେ ୨୪ ତାରଖରେ ବସିଥିବା କ୍ୟାବିନେଟ ବୈଠକରେ ସିଏଡିଏସ୍ ପଦବୀକୁ ମଞ୍ଜୁରୀ ମିଳିଥିଲା ।