ଜୟଦୁର୍ଗା ଫାଉଣ୍ଡେସନ ପକ୍ଷରୁ ପାଠ୍ୟପୁସ୍ତକ ବିତରଣ 

ହାଟଡ଼ିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତର ଅସିଆ ଗ୍ରାମରେ ଜୟଦୁର୍ଗା ଫାଉଣ୍ଡେସନ ପକ୍ଷରୁ ଗ୍ରାମର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟପୁସ୍ତକ ବଣ୍ଟନ କରାଯାଇଛି । ଜୟଦୁର୍ଗାଫାଉଣ୍ଡେସନର ଅଧ୍ୟକ୍ଷତା ସୁରେଶ୍ୱରୀ ସାଗରୀକା ଜେନାଙ୍କ ତତ୍ୱାବଧାନରେ ସଭାପତି ଉମାକାନ୍ତ ରାଉତ, ସମ୍ପାଦକ ଅର୍ଜୁନ ଖଣ୍ଡା, ସୁଶାନ୍ତ ସାମଲ, ଜଗନ ଜେନା, ଶିକ୍ଷାବିତ ନିତ୍ୟାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ରହି ୧୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ, ଜ୍ୟାମିତ ବାକ୍ସ, ଖାତା,ବହି, କଲମ, ପାଣି ବୋତଲ ଆଦି ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ