ଜୟଦେବ ପୁରସ୍କାର ପାଇବେ ପାର୍ଥସାରଥୀ

ଆଜି ରାଜ୍୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛି ସଂସ୍କୃତି ବିଭାଗ । ୨୦୧୭ ବର୍ଷ ପଇଁ ଜୟଦେବ ପୁରସ୍କାରରେ ସମ୍ମାନୀତ ହେବେ ରବିଶଙ୍କର ପଟ୍ଟନାୟକ । ଏଥି ସହିତ ଖ୍ନେଷ୍ଠ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ଘୋଷଣା ହୋଇଛି । ହେଲୋ ଆରୋସି ପାଇଁ ପାର୍ଥ ସାରଥୀ ଖ୍ନେଷ୍ଠ ଅଭିନେତା ଭାବେ ପୁରସ୍କାର ପାଇଁ ଚୟନ ହୋଇଥିବା ବେଳେ ଲୈଲା ଓ ଲୈଲା ଚଳଚ୍ଚିତ୍ରରେ ଉକ୍ରୃଷ୍ଟ ଅଭିନେୟ ପାଇଁ ସନମିରାଙ୍କୁ ଖ୍ନେଷ୍ଟ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାୟିବ । ବଳିଷ୍ଠ ନିର୍ଦ୍ଦେଶନା ପାଇଁ ସମ୍ବିଦ ମହାନ୍ତିଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଆବାର୍ଡ ପାଇଁ ବିବେଚିତ ହୋଇଛନ୍ତି । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସହିତ ଷଷ୍ଠ ରାଜ୍ୟ ଟେଲି ପୁରସ୍କାର ଘୋଷଣା କରିଛି ରାଜ୍ୟ ସଂସ୍କୃତି ବିଭାଗ । ତରଙ୍ଗ ପ୍ରଡକ୍ସନର ନୁଆବୋହୁ ଶ୍ରେଷ୍ଠ ଧାରାବାହିକ ଭାବେ ଟେଲି ପୁରସ୍କାର ପାଇବା ପାଇଁ ମନୋନିତ ହୋଇଛି । ନୂଆ ବୋହୁର ଅଭିନେତା ଜଗଜିତ ପାଲଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କାର ପାଇବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ