ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ତରଫରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ
କଟକ, (ଯୁଗାବ୍ଦ ନ୍ୟୁଜ):ସମାଜିକ ସଂଗଠମ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ପକ୍ଷରୁ ବଢ଼େଇ ସାହି,ବସ୍ତରୀ ମଠ ମୁଖ୍ୟ କାର୍ଯ୍ୟାଳୟରେ ଭାରତୀୟ ବୀର ସହିଦ ଜବାନଙ୍କ ନିମନ୍ତେ ଶୋକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା । ଏହି ଶୋକ ସଭାରେ ଟ୍ରଷ୍ଟ ଉପଦେଷ୍ଟା କ୍ଷୀରୋଧ ସାହୁ,ଗୌତମ ପରିଡା,ରାକେଶ ସାହୁ,ହରିହର ସେନ,ଅଶ୍ୱିନୀ ମହାରଣା ସହୀଦଙ୍କ ନିମନ୍ତେ ଦୁଃଖ ପ୍ରକାଶ କରିବା ସହ ସମସ୍ତ ମେମ୍ବରଙ୍କ ସହ ସଭାପତି ମନୋଜ ପଣ୍ଡା ଏହି ସଭାକୁ ପରିଚାଳନା କରଥିଲେ ।


