ମୟୂରଭଞ୍ଜ ରାଜ୍ୟ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ତରଫରୁ ଅଧ୍ୟକ୍ଷା ପଦରେ ନାମାଙ୍କନ କଲେ ସାରଥି ମୁର୍ମୁ 08/03/2022 YWPSENU8 0 Comments ଝାଡ଼ଖଣ୍ଡ ମୁକ୍ତିମୋର୍ଚା ତରଫରୁ ଗୁଣ୍ଡୁରିଆରେ ଶହୀଦଙ୍କୁ ଶ୍ରଦ୍ଧାଂଜଳି ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରପରିଷଦ ନିର୍ବାଚନ ପାଇଁ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ଦଳର ତରଫରୁ ଅଧ୍ୟକ୍ଷା ପଦରେ ସାରଥୀ ମୁର୍ମୁଙ୍କ ସମେତ 3ଜଣ କାଉନସିଲର ନାମାଙ୍କନ ଦାଖଲ କରିଛନ୍ତି । Spread the love