ଟସ ଜିତି ଞ୍ବେଷ୍ଟଇଣ୍ଟିଜର ବୋଲିଂ ନିଷ୍ପତ୍ତି
ଆଜି କ୍ରିକେଟ ବିଶ୍ୱକପର ୧୦ମ ମ୍ୟାଚରେ ମଇଦାନକୁ ଏହ୍ଲାଇଛନ୍ତି ଞ୍ବେଷ୍ଟ ଇଣ୍ଟିଜ ଓ ଅଷ୍ଟ୍ରେଲିଆ । ଞ୍ବେଷ୍ଟ ଇଣ୍ଟିଜ ପକ୍ଷରୁ କ୍ୟାପଟେନ ଜେସନ ହୋଲ୍ଟର ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ସୁଚନାନୁସାରେ ଅଷ୍ଟ୍ରେଲିଆ ତାର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ପରାସ୍ତ କରିଥିବାବେଳେ ଞ୍ବେଷ୍ଟ ଇଣ୍ଟିଜ ପାକିସ୍ତାନକୁ ହରାଇ ପ୍ରଥମ ମ୍ୟାଚ ଜିତିସାରିଛନ୍ତି ।


