ଟାଙ୍ଗିଆରେ ହାଣି ହତ୍ୟା : ୪ ମୃତ ଦେହକୁ ଉଦ୍ଧାର କଲା ପୋଲିସ

ଜୟପାଟଣା ଥାନା ଅନ୍ତର୍ଗତ ପିଲସ ପିପିଲିଗୁଡା ରାସ୍ତାରୁ ୪ ଟି ମୃତ ଦେହକୁ ଉଦ୍ଧାର କରିଛି ପୋଲିସ । ଲୋକମାନଙ୍କ ଠାରୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରବା ସହ ଘଟଣା ସ୍ଥଳରୁ ଗୋଟିଏ ବାଇକ ୨ ଟି ସାଇକେଲ ଜବତ କରିଛି ।ମୃତକ ମାନେ ହେଲେ ପଲସ ଗ୍ରାମର ସୁନ୍ଦର ନାୟକ ,ଲିଙ୍ଗ ନାଏକ ,ନକୁଳ ନାଏକ,ା ଉପି ଶବରକୁ ଛାଡିଦେଲେ ଆଉ ତିନତିନି ଜଣ ଗୋଟିଏ ପରିବାରର ବୋଲି ଜଣାପଡିଛି । ଏହି ଘଟଣାରେ ପୋଲିସ ଯତିନ୍ଦ୍ର ନାମକ ଯୁବକ ନିଶାରେ ଏଭଳିକାଣ୍ଡ ଘଟାଇଥିବା କଥା ସ୍ୱୀକାର କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ