ଟିକ୍ଟକ୍ ଆପ ଉପରେ ତୁରନ୍ତ ଶୁଣାଣୀ ପାଇଁ ମନା କଲେ ସୁପ୍ରିମକୋର୍ଟ

ମାଡ୍ରାସ କୋର୍ଟ ଟିକଟକ ଭିଡିଓ ରେ ଅଶ୍ଳିଳତା ଭିଡିଧ ଡାଉଡଲୋଡ କରୁଥିବାର ଅଭିଯୋଗ ହେବା ପରେ ଏହି ଆପକୁ ନିିଷେଧ କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତ ତୁରନ୍ତ ଶୁଣାଣୀ କରିବାକୁ ମନା କରିଦେଇଛନ୍ତି । ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ ଙ୍କ ଖଣ୍ଡପୀଠ କହିଛନ୍ତି ଆଇନ ଅନୁଯାୟୀ ତର୍ଜମା କରାଯିବ । ମାଡ୍ରାସ ହାଇକୋର୍ଟଙ୍କୁ ଏପ୍ରିଲ ୩ ତାରିଖରେ କେନ୍ଦ୍ର କୁ ନିର୍ଦେଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ