ଟିଡିପିକୁ ଶକ୍ତ ଝଟକା

ଆନ୍ଦ୍ର ପ୍ରଦେଶରେ ହୋଇଥିବା ବିଧାନସଭା ସାଧତ୍ତ୍ୱାରଣ ନିର୍ବାଚନରେ ଆଜି ସକ୍ାଳ ୮ ଟା ଠାରୁ ଜାରୀ ରହିଛି ଭୋଟ ଗଣତି ପ୍ରକ୍ରିୟା । ମୋଟ ୧୭୫ ବିଧାନସଭା ଆସନରୁ ମିଳିଥିବା ସୁଚନା ଅନୁସାରେ ଜଗନମୋହନ ରେଡ୍ଡିଙ୍କ ୱାଇଏସଆର କଂଗ୍ରେସ ୧୪୨ ଟି ଆସନରେ ଜିତିବାର ଅନୁମାନ କରାଯାଉଥିବା ବେଳେ ସେହିଭଳି ରାଜ୍ୟ ଶାସନରେ ଥିବା ଟିଡିପି ୨୭ ଆସନରେ ଆଗୁଆ ଥିବା ସୂଚନା ମିଳିଛି । ରାଜ୍ୟରେ ସରକାର ଗଢିବା ପାଇଁ ମୃାଜିକ ନମ୍ଭର ୮୮ ଥିବା ବେଳେ କିନ୍ତୁ ଏହାର ବହୁ ଆଗରେ ଅଛନ୍ତି ଜଗନମୋହନ ପାର୍ଟି । ସୁଚନା ଅନୁଯାୟୀ ଟିଡିପର ମୁଖ୍ୟ ତଥା ଆନ୍ଦ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଆଜି ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ