ଟିମ୍ ଇଣ୍ଡିଆର ରବି ଶାସ୍ତ୍ରୀଙ୍କୁ ପୁଣୀ ମିଳିଲା କୋଚ୍ ଦାଇତ୍ୱ

କଳ୍ପନା ଜଳ୍ପନା ଚାଲିଥିବା ବେଳେ ଆଜି ତାହାର ଅନ୍ତ ଘଟିଲା । ପୁଣୀ ଥରେ ରବି ଶାସ୍ତ୍ରୀ ଙ୍କୁ ମିଳିଲା ଇଣ୍ଡିଆ କୋଚର ଦାଇତ୍ୱ । ଏହି ଚୟନ ପ୍ରକ୍ର୍ରି୍ର୍ର୍ର୍ର୍ର୍ର୍ର୍ରୟା ପୂର୍ବତନ ଅଧିନାୟକ କପିଲ ଦେବଙ୍କ ଅଧକ୍ଷତାରେ ୩ ଜଣିଆର କମିଟି ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବୈଠକରେ ରବି ଶାସ୍ତ୍ରୀଙ୍କୁ ଚୟନ କରାଯାଇଛି । ଶାସ୍ତ୍ରୀ ୨୦୧୧ ମସିହା ଯାଏଁ ମୁଖ୍ୟ କୋଚ୍ ପଦବୀରେ ରହିଥିଲେ । ପୂର୍ବରୁ ବହୁ ଖେଳାଳି କୋଚର ଦାଇତ୍ୱ ରବି ଶାସ୍ତ୍ରୀ ନେବା ଆବଶ୍ୟକ ବୋଲି ଚାହୁଁ ଥିଲେ ।ବହୁ ଖେଳାଳୀ ତାହା ଆଜି ସଫଳ ହୋଇଛି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ