ଟିମ ଇଣ୍ଡିଆ ଜର୍ସି ରୁ ହଟିଲା ଅପୋ

(ଯୁଗାବ୍ଦ ନ୍ୟୁଜ )ଟିମ ଇଣ୍ଡିଆ ଜର୍ସି ରେ ଆଉ ଦେଖିବାକୁ ମିଳିବନି ଚାଇନା ମୋବାଇଲ କମ୍ପାନୀ ଓପୋ ର ବିଜ୍ଞାପନ । ଏହା ପରିବର୍ତ୍ତେ ଟିମ ଇଣ୍ଡିଆ ଜର୍ସିରେ ରହିବ ଅନଲାଇନ କୋଚିଂ କମ୍ପାନୀ ବାଇଜୁ । ମିଳିଥିବା ସୂଚନା ଅନୁସାରେ ୱେଷ୍ଟଇଣ୍ଡିଜ ଗ୍ରସ୍ତ ପରେ ଟିମ ଇଣ୍ଡିଆ ଖେଳାଳୀ ଙ୍କ ଜର୍ସି ରୁ ଓପୋ ହଟିବ । ୨୦୧୭ ରୁ ଓପୋ ଟି ଇଣ୍ଡିଆ ର ଜର୍ସି ରେ ନିଜ ନାଁ ଲେଖିବା ପାଇଁ ବିସିସିଆଇ ଅନୁମତି ଦେଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ