ଟେମରା ରେ ମାସ୍କ ବାଣ୍ଟିଲେ ଯୁବ ସମିତି ସଭ୍ୟ ଓ ଗ୍ରାମବାସୀ

କଳାହାଣ୍ଡି,(ଓ୍ବାଇଏନ୍ଏସ୍): କରୋନା କୁ ପ୍ରତିହତ କରିବା ପାଇଁ ଓଡ଼ିଶା ସରକାର ଅନେକ ଦୃଷ୍ଟାନ୍ତ ମୁଳକ ସଚେତନତା କାର୍ଯ୍ୟକ୍ରମ ନେଇ ପ୍ରତି ବ୍ଲକ ସ୍ତର ରେ ପ୍ରଶାସନିକ ଅଧିକାରୀ ଓ ପୋଲିସ କର୍ମଚାରୀ ଦିନରାତି ଲୋକଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ି ଥିବା ବେଳେ ପଞ୍ଚୟତ ସ୍ତର ରେ ମଧ୍ୟ ଜନ ପ୍ରତିନିଧି ମାନେ ଅନେକ ସଚେତନ କାର୍ଯ୍ୟକ୍ରମ ହାତକୁ ନେଉ ଥିବା ଦେଖିବାକୁ ମିଳୁଛି କୋକସରା ବ୍ଲକ ଟେମରା ପଞ୍ଚୟତ ର ଯୁବ ସମିତି ସଭ୍ୟ ରାଜେନ୍ଦ୍ର ନାଏକ ଙ୍କ ଉଦ୍ୟମ ରେ ଆଜି ଗ୍ରାମ ରେ ମାସ୍କ ବଣ୍ଟନ କରାଯାଇଛି ଏହି କାର୍ଯ୍ୟକ୍ରମ ରେ ଗ୍ରାମର ସଚେତନ ନାଗରିକ ସ୍ୱାସ୍ଥ କର୍ମି ମଧ୍ୟ ସାମିଲ ରହିଥିଲେ ଲୋକଙ୍କୁ ମାସ୍କ ବାଣ୍ଟିବା ସହ କରୋନା ରୋଗ କୁ ପ୍ରତିହାତ କରିବା ପାଇଁ ମାସ୍କ ସହ ସାମାଜିକ ଦୁରତା ସାବୁନ ରେ ବାରମ୍ବାର ହାତ ସଫା କରିବା ଓ ସଚେତନ ରହିବା କୁ ପରାମର୍ଶ ଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ