ଟ୍ରକ ଓ ଇନଭା କାର ମୁହାଁମୁହିଁ ଧକା ଜଣେ ଆହାତ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କର୍ଚ୍ଚବାଡି ପଂଚାୟତ ର ଚାପଡପଙ୍କା ବୁଲାଣି ରେ ଟ୍ରକ ଓ ଇନଭା କାର ମୁହାଁମୁହିଁ ଧକା ହୋଇଛି ଯାହାରି ଫଳରେ ଇନଭା କାରରେ ବସିଥିବା ତିନି ଜଣ ଙ୍କ ମଧ୍ୟରୁ ଜଣେ ଆହାତ ହୋଇଛନ୍ତି ଘଟଣା ରୁ ପ୍ରକାଶ ରାୟଗଡା ପଟୁ ଏକ ଟ୍ରକ ମୋହନା ଅଭିମୁଖେ ଆସିଥିବା ବେଳେ ମୋହନା ପଟୁ ବିରିକୋଟ ଅଞ୍ଚଳ କୁ ଯିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ଖବର ପାଇ ମୋହନା ପୋଲିସ୍ ୧୧୨ ରେ ପହଞ୍ଚି ଆହାତ ଙ୍କୁ ମୋହନା ମେଡ଼ିକାଲ୍ ପଠାଇବା ଶହ ଦୁଇ ଗାଡ଼ି ଜବତ କରି ତଦନ୍ତ ଜାରୀ ରଖିଥିବା ସୁଚନା ଦେଇଛନ୍ତି ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଷିକା