ଟ୍ରକ ଧକ୍କାରେ ତୃତୀୟ ଶ୍ରେଣୀ ଛାତ୍ରର ମୃତ୍ୟୁ

ଯାଜପୁର ,ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଜାତୀୟ ରାଜପଥ ୫୩ ନମ୍ବରରେ ମଙ୍ଗଳପୁର ରାସ୍ତାରେ ଏକ ଟ୍ରକ ଧକ୍କାରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଥିବା ବେଳେ ଘଟଣା ସ୍ଥଳରେ ଉତେଜନା ଲାଗିରହିଛି । ସ୍ଥାନୀୟ ଲୋକ କ୍ଷତି ପୂରଣ ଦାବିରେ ରାସ୍ତା ରୋକ କରିବା ସହ ଡ୍ରାଇଭରଙ୍କୁ କାବୁକରି ନିର୍ଧୁମ ମାଡ ମାରିଥିବା ଜଣାପଡିଛି । ସୋମବାର ସୁକିନ୍ଦା କାମାକ୍ଷାନଗର ଯାତାୟତ ବାଧାପ୍ରାପ୍ତ ହୋଇଛି ।ଆହାତ ଗାଡି ଚାଳକଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତିକରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ