ଟ୍ରାକ୍ଟର ଓଲଟି ୧ ମୃତ ୧ ଗୁରୁତର

କଳାହାଣ୍ଡି ,(ଯୁଗାବ୍ଦ ନ୍ୟୁଜ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜୟନ୍ତପୁର କନ୍ୟାଶ୍ରମ ଠାରେ ଡ୍ରାଇଭର ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡିପଡିଛି । ଏହି ଘଟଣାରେ ଘଟଣା ସ୍ଥଳରେ ହିଁ ଜଣେ ଟ୍ରାକ୍ଟର ଶ୍ରମିକ ଗଙ୍ଗାଧର ପୂଜାରୀଙ୍କ ମୃତ ହୋଇ୍ଥିବା ବେଳେ ଜଣେ ଗୁରୁତର ଆହାତ ହୋଇଛନ୍ତି । ଆହାତ ଜଣଙ୍କୁ ଧର୍ମଗଡ ମେଡିକାଲରେ ପ୍ରାଥମିକ ଚିକିସ୍ରା କରିବା ପରେ ଭବାନୀପାଟଣା ମେଡିକାଲରେ ଭର୍ତ୍ତିକରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ