ଟ୍ରାକ୍ଟର ଚାପାରେ ଚାଳକ ମୃତ୍ୟୁ

କୁଚିଣ୍ଡା (ଯୁଗାବ୍ଦ ନ୍ୟୁଜ ) ଲାଡ ନଦୀ ଡୁଙ୍ଗ ଘାଟିିିରେ ଟ୍ରାକ୍ଟର ଓଲଟି ଟ୍ରାକ୍ଟର ଚାଳକ ର ମୃତ୍ୟୁ ହୋଇଛି । ଏହି ଭଳି ଘଟଣା ଘଟିଛି ବକ୍ସମା ପାଞ୍ଚୟତ ଲାଡ଼ ଠାରେ । ମୃତ୍ୟୁ ଚାଳକ ପରିଚୟ ବିରଞ୍ଚି ହଂସ (୬୦) ବୋଲି ଜଣାପଡିଛି । କୁଚିଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚାଳକ ର ଶବ କୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନା କୁ ପଠାଇଛି । ସୂଚନା ନୁଯାୟୀ ଶୁକ୍ରବାର ସଂନ୍ଧ୍ୟା ୫ ଟା ସମୟରେ ବକ୍ସମା ପଞ୍ଚାୟତ ଲାଡ ଗ୍ରାମ ର ବିରଞ୍ଚି ହଂସ ଲାଡ଼ ନଦୀ ର ଡୁଙ୍ଗା ଘାଟରେ ଗାଧୋଇ ସାରି ଟ୍ରାକ୍ଟର ରେ ଘରକୁ ଫେରୁ ଥିଲେ ହେଲେ ନଦୀ ଉଠାଣି ରେ ଉଠୁ ଥିବା ବେଳେ ଟ୍ରାକ୍ଟର ଡ୍୍ରାଇଭର ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଘାଟରୁ ୧୨ଫୁଟ ତଳ ନାଳକୁ ଖସିପଡିଥିଲା । ଫଳରେ ଟ୍ରାକ୍ଟର ଚାଳକ ଟ୍ରାକ୍ଟରରେ ଚାପି ହେବାରୁ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି । କୁଚିଣ୍ଡା ପୁଲିସ ଓ ଅଗ୍ନିଶମବାହିନୀ ଓ ଗ୍ରାମ ବାସୀଙ୍କ ସହଯୋଗରେ ମୃତ ଦେହକୁ ଉଦ୍ଧାର କରାଯାଇଥିଲା । ପୋଲିସ ଘଟଣା ସ୍ଥଳରୁ ଶବକୁ ଜବତ କରି ଶବ ବ୍ୟବଛେଦ ପାଇଁ ମେଡିକାଲକୁ ପ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ