ଟ୍ରେନର ସ୍ଥିତି ପରିଖିଲେ ମନ୍ତ୍ରୀ ଅରୁଣ
ନୟାଗଡ,(ଯୁଗାବ୍ଦ ନ୍ୟୁଜ୍): ନୟାଗଡରୁ ନୂତନ ଭାବେ ଆରମ୍ଭ ହୋଇଥିବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ଯାତ୍ରା କରିବା ସହ ଲୋକମାନଙ୍କର ଷ୍ଟେସନର ସ୍ଥିତି ପରଖିବା ସହ ନୟାଗଡ ଷ୍ଟେସନ ପାନୀୟ ଜଳ ଓ ସିସିଟିଭି କ୍ୟାମେରା ଓ ଯାତ୍ରୀଙ୍କ ବସିବା ପାଇଁ ଅଧିକ ସିମେଣ୍ଟ ଚୈାକି କରିବା ସହ ଷ୍ଟେସନର ସ୍ଥିତି ବିସୟରେ ଷ୍ଟେସନ ମାଷ୍ଟର ଠାରୁ ଅରୁଣ ସାହୁ ପଚାରିବୁଝିଛନ୍ତିି । ଏହା ସହ ନୟାଗଡରୁ ସିଧାସଳଖ ନୟାଗଡରୁ କଲିକତା କୁ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବାକୁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିବା ମନ୍ତ୍ରୀ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି ।