ଟ୍ରେନ୍ ରେ କଟି ମହିଳାଙ୍କ ମୃତ୍ୟୁ

ଯୋଡା, (ସମୀର କୁମାର ଦାସ) ଦକ୍ଷିଣ-ପୂର୍ବ ରେଳପଥ ଅନ୍ତର୍ଗତ କେନ୍ଦୁଝର ଜିଲା ଯୋଡା ସହରର ବାଚୁ ହାଟିଂ କ୍ୟାବିନ୍ ନିକଟବର୍ତୀ ରେଳ ଧାରଣାରେ ବୁଧବାର ରାତି ପ୍ରାୟ ୯.୩୦ ମିନିଟ ସମୟରେ ଟ୍ରେନ୍ ରେ କଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ନାମ ରାସ ନାଏକ (୪୫) ଘର ସ୍ଥାନୀୟ ରାମଜାନ ହାଟିଂ ରେ ବୋଲି ଜଣାପଡିଛି । ଯୋଡା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ହୋଇଥିବା ବେଳେ ଏହା ପାରିବାରିକ କଳହ କାରଣରୁ ଆତ୍ମହତ୍ୟା ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ