ଅପରାଧ ଟ୍ରେନ ଲାଇନରେ କଟି ଯୁବକ ମୃତ୍ୟୁ 08/06/201908/06/2019 admin 0 Comments ଟ୍ରେନ ଲାଇନରେ କଟି ଯୁବକ ମୃତ୍ୟୁ ଖୋର୍ଦ୍ଧା , (ଯୁଗାବ୍ଦ ନ୍ୟୁ୍୍ଜ୍) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଭୂଇଁ୍ରୟା ଷ୍ଟେସନ ନିକଟ ଟ୍ରେନ ଲାଇନରେ କଟିି ଜଣେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକଙ୍କ ପରିଚୟ ମିଳିନଥିବା ବେଳେ ଯୁବକ ଜଣକ ଆତ୍ମହ୍ତ୍ୟା କରିଥିବା ଅନୁମାନ କରାଯାଉଛି । ପୋଲିସ ଘଟଣା ସ୍ତଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । Spread the love