ଟ୍ୟାକ୍ସି, ଅଟୋ, ବସ୍‌କୁ ୨୪ ଘଣ୍ଟିଆ ପରିବହନ ଅନୁମତି

ଭୁବନେଶ୍ବର : ୨୪ ଘଣ୍ଟିଆ ପରିବହନ ପାଇଁ ଅନୁମତି ମିଳିଛି। ଷ୍ଟେସନ, ବସ୍‌ଷ୍ଟାଣ୍ଡ ଓ ବିମାନ ବନ୍ଦର ଯିବାକୁ ଗାଡ଼ି କଟକଣା ନାହିଁ । ଟ୍ୟାକ୍ସି, ଅଟୋ, ବସ୍‌ ଯିବାଆସିବା କରିବାକୁ ୨୪ ଘଣ୍ଟିଆ ଅନୁମତି ମିଳିଛି। ସନ୍ଧ୍ୟା ୭ ଟାରୁ ସକାଳ ୭ଟା ଯାଏଁ କୌଣସି କଟକଣା ରହିବନି ବୋଲି ସୂଚନା ରହିଛି। ଯାତ୍ରୀ ଯିବା ଆସିବାରେ କୌଣସି ବାଧା ରହିବ ନାହିଁ ବୋଲି ସୂଚନା ଦେଇଛନ୍ତି ଏସ୍‌ଆରସି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ