ଡ଼ା ଆମ୍ବେଦକର ସାଂସ୍କୃତିକ ଯୁବକ ସଙ୍ଘ ପକ୍ଷରୁ ଜୟନ୍ତୀ ପାଳିତ
ବ୍ରହ୍ମପୁର, (ଅନିଲ କୁମାର):ରାମ ଲିଙ୍ଗେଶ୍ୱର ରୋଡ ହନୁମାନ ପ୍ରତିମୃତ୍ତି ସାମ୍ନାରେ ବାବା ସାହେବ ଆମ୍ବେଦକର, ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ଜୟନ୍ତୀ ଉତ୍ସଵ ଚରଣ ନାୟକ ଙ୍କ ସଭାପତିତ୍ୱ ରେ ପାଳନ କରାଗଲା । ଏହି ଜୟନ୍ତୀ ଉତ୍ସବ ରେ ମୁଖ୍ୟ ଅତିଥି ଡ଼ା ପ୍ରଦୀପ ପାଣିଗ୍ରାହୀ ସମ୍ମାନୀତ ଅତିଥି କ୍ଷେତିନାମା ଓ ବିଶିଷ୍ଟ କଣ୍ଠଶିଳ୍ପୀ ତାନସେନସିଂ ଏବଂ ବରିଷ୍ଠ ସାମ୍ବାଦିକ ଓ କଣ୍ଠଶିଳ୍ପୀ ସୁଦିପ କୁମାର ସାହୁ
ମଞ୍ଚଅଧିନ ଅତିଥି ମଧ୍ୟରୁ ଟି. ଗୋପୀ,ଅରୁଣ କୁମାର ସାହୁ,ଡ଼ା ରାମହାରି ଘୋଣ୍ଡୁଆଳ, ହିନ୍ଦୁ ମଯଦୁର ଓ କର୍ମଚାରୀ ସଂଘ ସଭାପତି ପ୍ରଦୀପ କୁମାର ପଣ୍ଡା,ସମାଜ ସେବୀ ରମେଶ ବାଙ୍ଗାରି,ସୁକାନ୍ତ ଘୋଡେଇ ଏବଂ ଉତ୍ସବକୁ ପରିଚାଳନା କରିଥିବା ସଦସ୍ୟ ପ୍ରସାଦ ରାଓ,ମନୋଜ କୁମାର,ବିରେନ୍ଦ୍ର ରାଉତ,ବେହେରା,ଦୀପକ,ସାହୁ,ସନ୍ତୋଷ କୁମାର,କିରେନ କୁମାର,କିସେନ ରୁବେନା ବାନୁ, ପ୍ରିୟଲତା ବେହେରା,ସୂର୍ଯ୍ୟ ସାହୁ ଙ୍କ ସହ ବହୁ ମାନ୍ୟଗଣ୍ୟ ଵ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ଶେଷରେ ସଂଘର ସାଂସ୍କୃତିକ ସମ୍ପାଦକ ଶ୍ରୀ ତ୍ରିନାଥ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ।