ଡାକ୍ତର ମଙ୍ଗଳ ଚରଣ ମୁର୍ମୁ କର୍ଫ୍ୟୁ ଡାକରାକୁ ସମର୍ଥନ

କଟକ:ଶିଶୁ ଭବନରେ ଡାକ୍ତର ମଙ୍ଗଳ ଚରଣ ମୁର୍ମୁ ଜନତା କର୍ଫ୍ୟୁ ଡାକରାକୁ ସମର୍ଥନ ଦେଉଥିବା ସହିତ କର୍ମମୟ ଜୀବନର କର୍ତ୍ତବ୍ୟ ସୁଚାରୁରୂପେ ପରିଚାଳନା କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ଚିକିତ୍ସିତ ଶିଶୁ ନବଜାତ ଶିଶୁ ମାନଙ୍କ ସୁନ୍ଦର ସୁସ୍ଥ ଦୀର୍ଘାୟୁ କାମନା କରିବା ସହିତ ଚିକିତ୍ସା ଯୋଗାଇ ଅତ୍ୟନ୍ତ ହୃଦୟସ୍ପର୍ଶ ଲୋକପ୍ରିୟ ହୋଇ ଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ