ଡା.ମୃତ୍ୟୁଞ୍ଜୟ ମିଶ୍ରଙ୍କ୍ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲାର ବରିଷ୍ଠ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ରଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ଡାକ୍ତରଖାନା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି.ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଦୁଲାଲ ସେନ ଜଗଦେବଙ୍କ ଅଧ୍ୟକ୍ଷ୍ୟତା ରେ ଅନୁଷ୍ଠିତ ଏହି ସଭାରେ ଉପସ୍ଥିତ ସମସ୍ତ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଡା.ମିଶ୍ରଙ୍କ କାର୍ଯ୍ୟଦକ୍ଷତା , କରୋନା ପରିଚାଳନା,ବାହାନଗା ରେଳ ଦୁର୍ଘଟଣା ରେ ସ୍ୱାସ୍ଥ୍ୟ ସେବା ପରିଚାଳନା ର ଭୁୟସୀ ପ୍ରଶଂସା କରିଥିଲେ.ଡା.ମିଶ୍ର ତାଙ୍କ ଚାକରି କାଳରେ ସମସ୍ତ କର୍ମଚାରୀଙ୍କ ସହଯୋଗକୁ ଧନ୍ୟଵାଦ ଦେଇଥିଲେ.ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଡା.ସୁଶାନ୍ତ ନାୟକ,ଡା.ପରେଶ ନନ୍ଦୀ, ଡା.ରଞ୍ଜନ ନାୟକ,ଡା.ସୁମିତ୍ରା ଦେ, ଡା.ସଂଜୀବ ପ୍ରଧାନ,ଡିପିଏମ୍ ଅନିଲ ମହାନ୍ତି,ରମଣି କାନ୍ତ ଭଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ