ଡି କମ୍ପାନୀ ଭାରତ ପାଇଁ ବଡ ବିପଦ

ମୁମ୍ବାଇ ଆଟକ ର ମାଷ୍ଟର ମାଇଣ୍ଡ ତଥା ଅଣ୍ଡର ୱାର୍ଲଡ ଡନ ଦାଉଦ ଇବ୍ରାହିମ ଙ୍କ ଦ୍ୱାରା ପରିଚାଳିତ ଡି କମ୍ପାନୀ ଭାରତ ପାଇଁ ବଡ ବିପଦ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ର ସୁରକ୍ଷା ପରିଷଦ କୁ ଅବଗତ କରାଇଛି ଇଣ୍ଡିଆ । ଡି କମ୍ପାନୀ ର ଆର୍ଥିର୍କ କାରବାର ର ଗଣିତ ବୁଝିବା ପହୁ କଷ୍ଟକର ବୋଲି ଭାରତ ର ରାଷ୍ଟ୍ରଦୂତ ସହିତ ଅକବରୁଦ୍ଦିନ ୟୁଏନଏସି କୁ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଦାଉଦ ର ଡି କମ୍ପାନୀ ଆର୍ଥିକ କାରବାର ଅନ୍ୟ ଦେଶ ରେ ଖୁବ କମ ଥିବା । କିନ୍ତୁ ଭାରତ ରେ ଏହାର ଆର୍ଥିକ କାରବାର ବହୁ ଲମ୍ବା । ଭାରତ ରେ ଘଟୁଥିବା ଚୋରି ,ନକଲି ମୁଦ୍ରା କାରବାର , ଅର୍ଥଶସ୍ତ୍ର , ନିଶାକାରବାର ସେ ସମ୍ପୃକ୍ତ ବର୍ତ୍ତମାନ ପରିସ୍ଥିତି ରେ ଭାରତ ପାଇଁ ବଡ ବିପଦ ରୂପେ ଉଭା ହୋଇଛି ଏହି ଡି କମ୍ପାନୀ । ଅନ୍ୟପଟେ ସେ କହିଛନ୍ତି ଲଶ୍କର-ଏ –ତୋଇବାକ ଓ ଜୈଶ ଏ ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ୟୁଏନଏସସି ନିକଟରେ ଭାରତ ତାର ସ୍ୱର କୁ ଶାଣିତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ