ଡେରାଡୁନ ଓ ପୁନ୍ନେ ଗ୍ରସ୍ତରେ ଯିବେ ବାଚସ୍ପତି

ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ) : ଓଡିଶା ବିଧାନସଭାରେ ବାଚସ୍ପତି ସୂର‌୍ୟ୍ୟ ନାରାୟଣ ପାତ୍ର ଆସନ୍ତା ୧୩ ତାରିଖରୁ ପୁନ୍ନେ , ଓ ଡେରାଡୁନ ଗ୍ରସ୍ତରେ ଯିବା ସହ ସେଠାରେ ଏମଆଇଟି ସ୍କୁଲ ଅଫ ଗଭର୍ଣ୍ଣମେଣ୍ଟ ରେ ଯୋଗ ଦେଇ କ।ର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ୧୭ ତାରିଖରେ ଡେରାଡୁନ ଆୟୋଜିତ ଅଖିଳ ଭାରତୀୟ ବାଚସ୍ପତି ସମ୍ମୀଳନୀରେ ଯୋଗଦେବେ । ଏଥିପାଇଁ ୧୭ ରୁ ୨୧ ତାରିଖ ମଧ୍ୟରେ ସେଠାରେ ଅବସ୍ଥାନ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ