ଡୋନାଲ୍ଟ ଟ୍ରମ୍ପ ଙ୍କ ଟିପଣୀ ପରେ ,ରାଷ୍ଟ୍ରଦୂତଙ୍କ ଇସ୍ତଫା

ବ୍ରିଟେନ୍ର ରାଷ୍ଟ୍ରଦୂତ କିମ୍ ଡାରୋଚ୍ , ଦୂତାବାସରୁ ସରକାରୀ ଗୋପନୀୟ ତଥ୍ୟ ପ୍ରଘଟ ହୋଇ ତାଙ୍କର ପଦ ବଜାୟ ରଖିବା ନେଇ ଆଶଙ୍କା ହୋଇଥିଲା । କିନ୍ତୁ ସବୁ କଳ୍ପନା ଜଳ୍ପନାର ନିଜେ ଅନ୍ତ ଘଟାଇଛନ୍ତି ରାଷ୍ଟ୍ରଦୂତ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଦୃଢ ଭାଷାରେ ମଙ୍ଗଳବାର ତାଙ୍କୁ ମୁର୍ଖ ବୋଲି ସମ୍ବୋଧନ କରିଥିଲେ ।ବୁଧବାର ସେ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହି ଦୂତାବାସରୁ ଗୋପନୀୟ ତଥ୍ୟ ପ୍ରଘଟ ହେବା ପରେ କଡା ଭାଷାରେ ସମାଲୋଚନା କରିଥିଲେ ଟ୍ରମ୍ପ । ଏହି ଘଟଣାକୁ ସମାଧାନ କରିବାକୁ ପ୍ରୟାସ କରିଥିଲେ ବୋଲି ଆମେରିକାରେ ଅବସ୍ଥିତ ବ୍ରିଟେନ୍ର ୬୫ ବର୍ଷିୟ ରାଷ୍ଟ୍ରଦୂତ କିମ୍ ଡାରୋଚ୍ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ