ଡୋନାଲ୍ଡ ଟ୍ରମ୍ପ ମତରେ ଭାରତ ଏବଂ ଚୀନ ବିକାଶଶୀଳ ଦେଶ ନୁହଁନ୍ତି

( ଯୁଗାବ୍ଦ ନ୍ୟୁଜ୍)-ଆମେରିକର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଭାରତ ଏବଂ ଚୀନ ଏବେ ବିକାଶଶୀଳ ଦେଶ ନୁହଁନ୍ତି। କିନ୍ତୁ, ସେମାନେ ବିଶ୍ୱ ବ୍ୟବସାୟ ସଂଗଠନ ରୁ ମିଳୁଥିବା ଲାଭକୁ ଉଠାଉଛନ୍ତି । ଟ୍ରମ୍ପ ଦାବି କରି କହିଛନ୍ତି ଯେ. ସେ ଏବେ ଏହାକୁ ଆଗକୁ ହେବାକୁ ଦେବେନି । ‘ଆମେରିକା ଫାଷ୍ଟ’ ନୀତିକୁ ଗୁରୁତ୍ୱ ଦେଉଥିବା ଟ୍ରମ୍ପ ଆମେରିକାର ଉତ୍ପାଦ ଉପରେ ଅଧିକ ଶୁଳ୍କ ଲାଗୁ କରିବା ନେଇ ଅନେକଥର ଭାରତକୁ ସମାଲୋଚନା କରିଛନ୍ତି ଏବଂ ଏହାସହ ସେ ଦକ୍ଷିଣ ଏୟିଆ ଦେଶ ଗୁଡିକୁ ଅଧିକ ଶୁଳ୍କ ଲାଗୁ କରୁଥିବା ଦେଶ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ