ଡୋଭାଲ ଙ୍କୁ ମିଳିଲା କ୍ୟାବିନେଟ ର୍ୟାଙ୍କ
ଉରୀ ଓ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ର ମୁଖ୍ୟ ନାୟକ ତଥା ଭାରତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ଙ୍କୁ କ୍ୟାବିନେଟ ର୍ୟାଙ୍କ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସେ ଆଗାମୀ ୫ ବର୍ଷ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦ ସମ୍ଭାଳିବେ । ଏପରିକି ଦେଶ ବାହାରେ ଆତଙ୍କବାଦୀ ମାନଙ୍କ କବଜାରେ ଥିବା ଭାରତୀୟ ମାନଙ୍କୁ ଉଧାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଡୋଭାଲ ।