ଢେଙ୍କାନାଳର ୪୦ ତମ ବାର୍ଷିକ ଉତ୍ସବ ପାଳିତ ଯୋଗଦାନ କଲେ ମନ୍ତ୍ରୀ

ଢେଙ୍କାନାଳ, (ତାପସଦାସ):ପ୍ରଥମ ବାଟାଲିୟନ ସେବାର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖିଛି, ସାହସ, ସ୍ଥିରତା ଏବଂ ଏକତାକୁ ପ୍ରତିପାଦନ କରିଛି। ଢେଙ୍କାନାଳ ସ୍ଥିତ ସରଖିଆରେ ହାବିଲଦାର ଓ ସିପାହୀ ଶାଖା ସଂଘ ଓ.ଏସ୍.ଏ.ପି. ପ୍ରଥମ ବାଟାଲିୟନର ୪୦ ତମ ଜନ୍ମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲି ମୋ ସହ ଢେଙ୍କାନାଳ ଲୋକସଭାର ମାନ୍ୟବର ସାଂସଦ ରୁଦ୍ର ନାରାୟଣ ପାଣି ମହୋଦୟ ଏବଂ ଢେଙ୍କାନାଳ ପୌରପାଳିକାର ପୌରଧ୍ଯକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ମହୋଦୟା ଓ ମନ୍ତୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କ ଦ୍ୱାରା ଅନୁଷ୍ଠିତଏହି ଉଲ୍ଲେଖନୀୟ ଅବସରରେ ହାବିଲଦାର ଓ ସିପାହୀ ଶାଖା ସଂଘ ଓ.ଏସ୍.ଏ.ପି. ପ୍ରଥମ ବାଟାଲିୟନ କୁ ଏହାର ୪୦ତମ ବାର୍ଷିକୀରେ ପହଞ୍ଚିଥିବାରୁ ହୃଦୟରୁ ଅଭିନନ୍ଦନ ଜଣାଉଛି। ଏହି ମାଇଲଖୁଣ୍ଟ ସମସ୍ତ ପୂର୍ବତନ ଏବଂ ବର୍ତ୍ତମାନର ସଦସ୍ୟଙ୍କ ସମର୍ପଣ, ଶୃଙ୍ଖଳା ଏବଂ ଅଟଳ ପ୍ରତିବଦ୍ଧତାର ପ୍ରମାଣ, ଯେଉଁମାନେ ସମ୍ମାନ ଏବଂ ସ୍ୱତନ୍ତ୍ରତାର ସହିତ ସେବା କରିଛନ୍ତି।ବର୍ଷ ବର୍ଷ ଧରି ହାବିଲଦାର ଓ ସିପାହୀ ଶାଖା ସଂଘ ଓ.ଏସ୍.ଏ.ପି.ଆପଣଙ୍କ ଅବଦାନ ଗତ କାଲି ଢେଙ୍କାନାଳ ସ୍ଥିତ ସରଖିଆରେ ହାବିଲଦାର ଓ ସିପାହୀ ଶାଖା ସଂଘ ଓ.ଏସ୍.ଏ.ପି. ପ୍ରଥମ ବାଟାଲିୟନର ୪୦ ତମ ଜନ୍ମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲି ମୋ ସହ ଢେଙ୍କାନାଳ ଲୋକସଭାର ମାନ୍ୟବର ସାଂସଦ ରୁଦ୍ର ନାରାୟଣ ପାଣି ମହୋଦୟ ଏବଂ ଢେଙ୍କାନାଳ ପୌରପାଳିକାର ପୌରଧ୍ଯକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ମହୋଦୟା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ