ତନରଡ଼ା ବଳମୁକୁନ୍ଦ ମନ୍ଦିର ପୁନଃହ ଉଦ୍ଧାର ପାଇଁ ଶୁଭ ଦେଲେ ବିଧାୟକ

ଗାଙ୍ଗପୁର, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଲକ ନୁଆଁ ତନରଡ଼ା ଠାରେ ଥିବା ବଳମୁକୁନ୍ଦ ମନ୍ଦିର କୁ ଭାଙ୍ଗି ପୁଣି ନୂତନ ମନ୍ଦିର ପାଇଁ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟଅତିଥି ରୂପେ ଯୋଗଦେଇ ଶୁଭ ପାଇଥିଲେ lଅନ୍ୟତମ ଅତିଥି ରୂପେ ପୂର୍ବତନ ପଂଚାୟତ ସମିତି ଅଧକ୍ଷ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲାପରିଷଦ ଅମିତ କୁମାର ନାୟକ, ସରପଞ୍ଚ ଅନିଲ କୁମାର ପାଠୀ, ଯୁବ ନେତା ଅଯୋଧ୍ୟା ବେହେରା, ବରିଷ୍ଠ ନେତା ରାଜକିଶୋର ବିଷୋୟୀ, ପୂର୍ବତନ ସରପଞ୍ଚ ତ୍ରିଲୋଚନ ଜେନା, ସରପଞ୍ଚ
ପ୍ରତିନିଧି ରବୀନ୍ଦ୍ର କୁମାର ସାହୁ, ଶରତ କୁମାର ସ୍ୱାଇଁ, ପୂର୍ବତନ ସରପଞ୍ଚ ଗୁରୁନାଥ ମହାନ୍ତି,ଦେବରାଜ ଜେନା,ମଧୁସୂଦନ ଜେନା,ବଳରାମ ବେହେରା ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ