ତପ୍ତପାଣି ଘାଟି ରେ ବାଇକ ଦୁର୍ଘଟଣା
ସାନଖେମୁଣ୍ଡି ,(ପଦ୍ମଲୋଚନ ପାଣିଗ୍ରାହୀ): ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ବାଇକ ଦୁର୍ଘଟଣା।ବାଇକ ଚାଳକ ଆରୋହି ଆହତ।ବ୍ରହ୍ମପୁର ରୁ ଅର ଉଦୟଗିରି ଅଭିମୁଖେ ଯାଉଥିବା ଜଣେ ବାଇକ ଚାଳକ ଙ୍କ ଗାଡି ରେ ବିଲୁଆ ପଶି ଯାଇ ଦୁର୍ଘଟଣା ଗ୍ରସ୍ତ।ଦୁଇ ଜଣଙ୍କର ଘର ଅର ଉଦୟଗିରି ଥାନା ତଣ୍ଡିପୁର ।ତ୍ରିଲୋଚନ ବେଵର୍ତ। ବୟସ ୨୭ ବର୍ଷ।୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ମେଡ଼ିକାଲ ରେ ଭର୍ତ୍ତି।


