ତହସିଲଦାର ଓଏସ୍ଡିପିଓ ମିଶି ପଞ୍ଚାନନ କ୍ଲିନକ କୁ ସିଲ କଲେ

ଶେରଗଡ଼, (ଦେବୀ ପ୍ରସାଦ ଦାସ):ଶେରଗଡ଼ ର ମୁଣି ସାହିରେ ଥିବା ପଞ୍ଚାନନ କ୍ଲିନକ କୁ ଶେରଗଡ଼ ତହସିଲଦାର ଡ଼ ଦୟା ସିନ୍ଧୁ ପରିଡା,ଆସିକା ଏସ୍ଡିପିଓ ସୁର୍ଯ୍ୟମଣି ପ୍ରଧାନ ପହଞ୍ଚି ସିଲ କରିଛନ୍ତି।ଉକ୍ତ କ୍ଲିନକରେ ରୋଗୀ ମାନେ ଆସିବା ସହ କୌଣସି ସାମାଜିକ ଦୂରତା ମାନୁ ନଥିଲେ।ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଗହଳି ଚହଳି ଲାଗିରହି ଥିବା ଖବର ମିଳିବା ପରେ ଉଭୟ ଅଧିକାରୀ ଉକ୍ତ କ୍ଲିନକକୁ ସିଲ କରିଥିଲେ।କିଛି ସମୟ ପାଇଁ ଉତ୍ୟକ୍ତ ଲୋକ ମାନେ ରୁଣ୍ଡ ହୋଇଥିଲେ ।ପରେ ବୁଝାସୁଝା ପରେ ଗହଳି ହଟି ଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ