ତହସିଲଦାର ଦାୟୀତ୍ୱରେ ବିଡିଓ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବୁଧବାର ଠାରୁ ବନ୍ତ ବ୍ଲକର ବିଡିଓ ରେବେକା ବିଲୁଙ୍ଗ ତହସିଲଦାର ଦାୟୀତ୍ୱରେ ରହିଥିବା ଜଣାଯାଇଛି । ପ୍ରକାଶ ଯେ, ତହସିଲଦାର ଇନ୍ଦିରା ସାହୁ କରୋନା ଆକ୍ରାନ୍ତ ହେବା ପରେ ଆଇସୋଲେସନରେ ରହିଛନ୍ତି । ଫଳରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବନ୍ତ ବିଡିଓଙ୍କୁ ତହସିଲଦାର ଦାୟୀତ୍ୱ ଅର୍ପଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ