ତହସିଲ ମାର୍କେଟ କମ୍ପେ୍ଲକ୍ସ ବଣିକ ସଂଘ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ତହସିଲ ମାର୍କେଟ କମ୍ପେ୍ଲକ୍ସ ବଣିକ ସଂଘ ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରସନ୍ନ କୁମାର ମଲ୍ଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଗଙ୍ଗାଧର ଦାସ, ଇଜାଜ ଏହେମଦ, ଗଙ୍ଗାଧର ମହାନ୍ତି, ଭାଗିରଥୀ ସାହୁ, ସେକ୍ ଆସିକଉଦ୍ଦିନ, ଜହିରଉଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ