ତାତିଲେ ଗାଁ ଲୋକେ  କହିଲେ : ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ଦେବୁନି

ଫୁଲବାଣୀ, (ଯୁଗାବ୍ଦ ନ୍ୟୁଜ):ପୌର ନିର୍ବାଚନ ପାଇଁ ପ୍ରଚାର କରିବାକୁ ଯାଇ ହଟହଟା ହେଲେ ମନ୍ତ୍ରୀ ପ୍ରତାପ ଜେନା । ଫୁଲବାଣୀ ପୌର ପରିଷଦ ୮ ନମ୍ବର ୱାର୍ଡରେ ମନ୍ତ୍ରୀ ପ୍ରଚାର କରୁଥିଲେ । ଏହି ସମୟରେ ଉପସ୍ଥିତ ଲୋକେ ହୋ ହାଲ୍ଲା କରିବା ସହିତ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ନାହିଁ ବୋଲି କହିଥିଲେ । ୱାର୍ଡରେ ଡ୍ରେନେଜ ଠାରୁ ଆରମ୍ଭ କରି ପାନୀୟ ଜଳ ସମସ୍ୟା ୧୦ ବର୍ଷ ହେବ ରହିଛି । ଏସବୁ ଜାଣିସୁଦ୍ଧା ବିଜେଡି ଚେୟାରମ୍ୟାନ ଏବଂ କାଉନସିଲର କୌଣସି ପଦକ୍ଷେପ ନେଇନଥିଲେ ବୋଲି ଲୋକେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ