ତାମିଲନାଡୁ ର ୨୦ ଟି ଲୋକସଭା- ପ୍ରାର୍ଥୀ ଘୋଷଣା
ତାମିଲନାଡୁ ଶାସକ ସରକାର ଏଆଇଏଡିଏମକେ ୨୦ ଟି ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରିବ । ଏହି କାରଣରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସେହି ପର ୧୮ଟି ବିଧାନ ସଭା ଉପନିର୍ବାଚନ ପାଇଁ ମଧ୍ୟ ତାଲିକା ଘୋଷଣା କରାଯାଇଛି । ଏପ୍ରିଲ ମାସ ୧୮ ତାରିଖରେ ଲୋକସଭା ସହ ନିର୍ବାଚନ ଖାଲି ପଡିଥିବା ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ ଓ ଏଥି ପାଇଁ ଦଳ ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି ଦଳ । ଏଆଇଏଡିଏମକେ ଏନଡିଏ ମେଣ୍ଟରେ ବି ସାମିଲ ହୋଇଛନ୍ତି ।