ତାମିଲନାଡ଼ୁର ସୁରକ୍ଷା ଦାୟିତ୍ୱ ଓଡିଆ ପୁଅ ଜେକେ ତ୍ରିପାଠୀ ଉପରେ
(ଯୁଗାବ୍ଦ ନ୍ୟୁଜ୍) ୧୯୮୫ ବ୍ୟ।ଚ ତ।ମିଲନ।ଡ଼ୁ କ୍ୟ।ଡରର ଆଇପିଏସ୍ ତଥ। ଓଡିଆ ପୁଅ ଜେକେ ତ୍ରିପ।ଠୀ ତ।ମିଲନ।ଡ଼ୁର ପୋଲିସ୍ ମହ। ନିର୍ଦ୍ଦେଶକ ଭ।ବେ ନିଯୁକ୍ତ ଦେଇଛନ୍ତି ସରକ।ର । ଆସନ୍ତ। ଜୁଲ।ଇ ୧ ତ।ରିଖରୁ ସେ ଦ।ୟିତ୍ୱଭ।ର ଗ୍ରହଣ କରିବେ । ପୂର୍ବରୁ ତ।ମିଲନ।ଡୁରେ ଟି.କେ ର।ଜେନ୍ଦ୍ରନ୍ ପୋଲିସ ଡିଜି ପଦରେ ରହିଥିଲେ । ସେ ଚେନ୍ନ।ଇ ପୋଲିସ କମିଶନର ଭ।ବେ ସଫଳତ।ର ସହଦ।ୟିତ୍ୱ ତୁଲ।ଇଥିଲେ । ଜେକେ ତ୍ରିପ।ଠୀ ଆଗ।ମୀ ୨ ବର୍ଷ ପ।ଇଁ ଅର୍ଥ।ତ ୨୦୨୧ ପର୍ୟ୍ୟନ୍ତ ତ।ମିଲନ।ଡୁ ପୋଲିସ ମହ।ନିର୍ଦ୍ଦେଶକ ଭ।ବେ ଦ।ୟିତ୍ୱ ତୁଲ।ଇବେ ଶ୍ରୀ ତ୍ରିପ।ଠୀ


