ତାଳଚେର ନିର୍ବାଚନ ମଣ୍ଡଳୀ ରେ ବିଜେଡି ପକ୍ଷରୁ ମହେଶ ଓ ବ୍ରଜ ଙ୍କ ମାରାଥନ ପ୍ରଚାର

ଅନୁଗୋଳ : ଅନୁଗୋଳ ତଥା ଢେଙ୍କାନାଳ ଲୋକସଭା ଆସନରେ ବିଜେଡି ପକ୍ଷରୁ ପ୍ରତିଦ୍ବନ୍ଦିତା କରୁଥିବା ସଂସାଦ ପ୍ରାର୍ଥୀ ମହେଶ ସାହୁ ଆଜି ତାଳଚେର୍ ରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି l ତାଙ୍କ ସହ ତାଳଚେର୍ ବିଧାୟକ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ ନିଜର ହଜାର ହଜାର ସମର୍ଥକ ଙ୍କ ସହ ଏହି ପ୍ରଚାର ଜାରି ରହିଛି l ନବୀନ ବାବୁଙ୍କ ଆଦର୍ଶ ଓ ବିଜେଡି ସରକାରଙ୍କର ସମସ୍ତ ଯୋଜନାକୁ ପାଥେୟ କରି ଏହି ପ୍ରଚାର ଆରମ୍ଭ କରଯାଇଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ